ବେଲସୁନ୍ଦରୀ ପୀଠରେ ଶାରଦୀୟ ପୂଜା
କେନ୍ଦୁଝର, ୧୭ ଅକ୍ଟୋବର (ହି.ସ.) ଘଟଗାଁ ବ୍ଲକ ଢେଙ୍କିକୋଟ ନିକଟ ଲଙ୍ଗଳକଣ୍ଟି ଗ୍ରାମରେ ବେଲସୁନ୍ଦରୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଆଜିଠାରୁ ଆରମ୍ଭ ହୋଇଛି। ବିଲ୍ୱ ବରଣ ପରେ କଳସ ଯାତ୍ରା ଏଠାକୁ ଆସିବା ପରେ ଘଟ ସ୍ଥାପନ କରାଯାଇ ମହାସପ୍ତମୀ ପୂଜା କରାଯାଉଛି।କର୍ତା ଭାବେ ସାଂସଦ ଅନନ୍ତ ନାୟକ ଓ ତାଙ୍କ
Bela sunadri


କେନ୍ଦୁଝର, ୧୭ ଅକ୍ଟୋବର (ହି.ସ.) ଘଟଗାଁ ବ୍ଲକ ଢେଙ୍କିକୋଟ ନିକଟ ଲଙ୍ଗଳକଣ୍ଟି ଗ୍ରାମରେ ବେଲସୁନ୍ଦରୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଆଜିଠାରୁ ଆରମ୍ଭ ହୋଇଛି। ବିଲ୍ୱ ବରଣ ପରେ କଳସ ଯାତ୍ରା ଏଠାକୁ ଆସିବା ପରେ ଘଟ ସ୍ଥାପନ କରାଯାଇ ମହାସପ୍ତମୀ ପୂଜା କରାଯାଉଛି।କର୍ତା ଭାବେ ସାଂସଦ ଅନନ୍ତ ନାୟକ ଓ ତାଙ୍କ ସହ ଧର୍ମିଣୀ ଲବଙ୍ଗଲତା ନାୟକ ଙ୍କ ଉପସ୍ଥିତି ରେ ପୂଜକ ଭାବେ ଶ୍ରୀକ୍ଷେତ୍ର ରୁ ଆସି ପଣ୍ଡିତ ଶେଷ ଦେବ ମିଶ୍ର, ଡ଼ଃ ପ୍ରତାପ କୁମାର ମିଶ୍ର ଓ ପ୍ରହ୍ଲାଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଉଛନ୍ତି।ସର୍ବଶ୍ରୀ ଶରତ କୁମାର ନାୟକ, ବିଦ୍ୟାଧର ବେହେରା, ସୁରେଶ ମହାନ୍ତ,ଯତୀନ ମହାନ୍ତ ପ୍ରମୁଖ ପରିଚାଳନା ଗତ ସହଯୋଗ କରୁଥିବା ବେଳେ ପୂଜା ପାଇଁ ଦେବୀ ଙ୍କ ପୀଠ ଭକ୍ତି ମୟ ଓ ଉତ୍ସ୍ୱ ମୁଖର ରହିଛି।

-----------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande