
Odisha, 19 ଅକ୍ଟୋବର (ହି.ସ.) ଖୋର୍ଦ୍ଧା,ଖୋର୍ଦ୍ଧା ଆଦର୍ଶ ଥାନା ତୋଟାପଡା ଛକ ନିକଟରେ ଯୁବକକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ।ଆକ୍ରମଣରେ ଯୁବକଙ୍କ ମୃତ୍ୟ ଘଟିଛି।ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ।ହେଲେ ସେଠାରେ ଡାକ୍ତର ମୃତ୍ଯୁ ଘୋଷଣା କରିଛନ୍ତି । ମୃତକ ଖୋର୍ଦ୍ଧା ଭାଲିଆବାଡିର ସିଶୁଆ ବେହେରା । ପୁର୍ବ ଶତୃତାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇଥିବା ସୂଚନା। ହତ୍ୟାକାଣ୍ଡ ଘଟାଇ ଘଟଣା ସ୍ଥାନରୁ ଫେରାର ଅଛନ୍ତି ଦୂର୍ବୁଦ୍ କେତେ ଜଣ ଏ ହତ୍ୟାକାଣ୍ଡ ରେ ସାମିଲି । କିଏ କାହିଁକି ଏପରି କାଣ୍ଡ କଲେ ଏନେଇ ଖୋଳତାଡ କରୁଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ