
ବଲାଙ୍ଗିର ଅକ୍ଟୋବର (ହି.ସ.)
ଶାରଦୀୟ ନବରାତ୍ରୀ ର ପବିତ୍ର ମହାନବମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଙ୍କୁ ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇ ଆଜି ଦର୍ଶନ ଡେଇ ଚନ୍ତି।ନବଦୁର୍ଗାଙ୍କ ନବମ ସ୍ୱରୂପ ଭାବେ ମା' ଏହି ଦିନ ଭକ୍ତମାନଙ୍କୁ ଦର୍ଶନ ଦେଇ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ଓ ସିଦ୍ଧି ପ୍ରଦାନ କରନ୍ତି। ମାଙ୍କ ଏହି ଦର୍ଶନ ପାଇଁ ଭୋର ରୁ ସମସ୍ତ ଦେବୀ ପୀଠ ରେ ଭିଡ ଲାଗି ରହିଚି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ