ମା' ସିଦ୍ଧିଦାତ୍ରୀଙ୍କୁ ପ୍ରଣାମ କଲେ କେଭି ସିଂହଦେଓ
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.)- ମା'' ସିଦ୍ଧିଦାତ୍ରୀଙ୍କୁ ପ୍ରଣାମ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବରାତ୍ରୀର ନବମ ଦିବସରେ ମା'' ସିଦ୍ଧିଦାତ୍ରୀଙ୍କ ପବିତ୍ର ଚରଣରେ ମୋର ଭକ୍ତିପୂତ ପ୍ରଣାମ ଅର୍ପଣ
ମା' ସିଦ୍ଧିଦାତ୍ରୀଙ୍କୁ ପ୍ରଣାମ କଲେ କେଭି ସିଂହଦେଓ


ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.)- ମା' ସିଦ୍ଧିଦାତ୍ରୀଙ୍କୁ ପ୍ରଣାମ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବରାତ୍ରୀର ନବମ ଦିବସରେ ମା' ସିଦ୍ଧିଦାତ୍ରୀଙ୍କ ପବିତ୍ର ଚରଣରେ ମୋର ଭକ୍ତିପୂତ ପ୍ରଣାମ ଅର୍ପଣ

କରୁଅଛି। ମା'ଙ୍କ

କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି

ଏବଂ ସଫଳତାରେ ଭରିଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande