
ଭଦ୍ରକ, ୧୯ ଅକ୍ଟୋବର (ହି.ସ.) - ଧାମନଗର ନିକଟସ୍ତ ଅନହରପୁର ବଜାର ରେ ସୋମବାର ସଂଧ୍ୟା ସମୟରେ ଦୁଇ ବାଇକି ଧକ୍କା ହେବା ଫଳରେ ଘଟଣା ସ୍ଥଳ ରେ ଜଣ ଙ୍କ ମୃତୁ ହୋଇଛି ମୃତ ବ୍ୟକ୍ତି ଙ୍କ ଘର ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ର ନୂଆପଡା ଗ୍ରାମର ନିରଞ୍ଜନ ବେହେରା( ୫୬) ବୋଲି ଜଣା ପଡିଛି। ସେ ତାଂକ ଝିଅ ଘର ଇଛଦା ରୁ ଫେରୁ ଥିବା ବେଳେ ଅନହରପୁର ଗ୍ରାମ ର ଅଖିଳ ସ୍ୱାଇଁ ଙ୍କ ପୁଅ ସତ୍ୟ ଜିତି ସ୍ୱାଇଁ ଦୃତ ଗତିରେ ନିଜ ବାଇ କି ଆଣି ନିରଞ୍ଜନ ଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।ଘଟଣା ସ୍ଥଳ ରେ ନିର ବେହେରା ଙ୍କ ମୃତୁ ଘଟିଥିଲା ଓ ସତ୍ୟଜିତି ଗୁରୁତର ହୋଇଥିଲେି। ତାଂକୁ ଡାକ୍ତରଖାନା ପଠା ଯାଇଥିଲା ଓ ନିରଞ୍ଜନ ବେହେରା ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତୀ ।ଖବର ପାଇ ଧାମନଗର ପୋଲିସ ଦୁଇ ଟି ବାଇକ ଜବତ କରିବା ସହ ଥାନା ରେ ମାମଲା ରୁଜୁ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ