
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) - ପବିତ୍ର
ମହାନବମୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ପବିତ୍ର ମହାନବମୀ ପର୍ବର ଅସୀମ ଶୁଭେଚ୍ଛା।
ମା’
ସିଦ୍ଧିଦାତ୍ରୀଙ୍କ ନିକଟରେ ସମସ୍ତଙ୍କ ଉନ୍ନତି, ସମୃଦ୍ଧି ଏବଂ ସମସ୍ତ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା