ରାଜ୍ୟବାସୀଙ୍କୁ ମହାନବମୀର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) - ରାଜ୍ୟବାସୀଙ୍କୁ ମହାନବମୀର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜଗତଜନନୀ ମା'' ମହାମାୟାଙ୍କ ପବିତ୍ର ମହା ନବମୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍
ମହାନବମୀ


ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) - ରାଜ୍ୟବାସୀଙ୍କୁ

ମହାନବମୀର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜଗତଜନନୀ ମା' ମହାମାୟାଙ୍କ ପବିତ୍ର ମହା ନବମୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ

ଶୁଭେଚ୍ଛା ଓ ଅଭିନନ୍ଦନ। ମା' ଦୁର୍ଗାଙ୍କର ଅସୀମ କୃପା, ଆଶୀର୍ବାଦ ଏବଂ କରୁଣା ସବୁବେଳେ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି, ଶାନ୍ତି ଓ ପ୍ରଗତି ଭରିଦେଉ—ଏତିକିହିଁ ମା'ଙ୍କ ପାଖରେ ମୋର ବିନମ୍ର ପ୍ରାର୍ଥନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande