ପଦ୍ମପୁର ଠାରେ ଆୟୋଜିତ ଦୁର୍ଗାପୂଜାରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.)- ପଦ୍ମପୁର ଠାରେ ଆୟୋଜିତ ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଶାରଦୀୟ ଦୁର୍ଗାପୂଜାର ମହାନବମୀ ଅବସରରେ ଆଜି ପଦ
ମଣ୍ହପ


ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.)- ପଦ୍ମପୁର

ଠାରେ ଆୟୋଜିତ ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।

ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଶାରଦୀୟ

ଦୁର୍ଗାପୂଜାର ମହାନବମୀ ଅବସରରେ ଆଜି ପଦ୍ମପୁର ଠାରେ ଆୟୋଜିତ ଦୁର୍ଗାପୂଜାରେ ସାମିଲ ହୋଇ

ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବାସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କଲି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande