ନୟାପଲ୍ଲୀ ନୁଆସାହିରେ ପୂଜା ପାଉଛନ୍ତି ସଙ୍କଟମୋଚନ ହନୁମାନ
ଭୁବନେଶ୍ୱର , 19 ଅକ୍ଟୋବର (ହି.ସ.) ନୟାପଲ୍ଲୀ ନୁଆସାହିରେ ପୂଜା ପାଉଛନ୍ତି ସଙ୍କଟମୋଚନ ହନୁମାନ । ପାହାଡ଼ ଗୁମ୍ଫାର ତୋରଣ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ୧୦୦ଟି ଚାରା ବୃକ୍ଷରୋପଣ ପାଇଁ ନିଷ୍ପତି ନେଇଛି ନୟାପଲ୍ଲୀ ମହାବୀର ପୂଜା କମିଟି। ରୀତିନୀତିରେ ପୂଜାପାଠ କରାଯିବା ସହ ରାମଲୀଳାର ଆୟୋଜନ
ନୟାପଲ୍ଲୀ ନୁଆସାହିରେ ପୂଜା ପାଉଛନ୍ତି ସଙ୍କଟମୋଚନ ହନୁମାନ


ଭୁବନେଶ୍ୱର , 19 ଅକ୍ଟୋବର (ହି.ସ.)

ନୟାପଲ୍ଲୀ ନୁଆସାହିରେ ପୂଜା ପାଉଛନ୍ତି ସଙ୍କଟମୋଚନ ହନୁମାନ । ପାହାଡ଼ ଗୁମ୍ଫାର ତୋରଣ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ୧୦୦ଟି ଚାରା ବୃକ୍ଷରୋପଣ ପାଇଁ ନିଷ୍ପତି ନେଇଛି ନୟାପଲ୍ଲୀ ମହାବୀର ପୂଜା କମିଟି। ରୀତିନୀତିରେ ପୂଜାପାଠ କରାଯିବା ସହ ରାମଲୀଳାର ଆୟୋଜନ ମଧ୍ୟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande