ମା' ସିଦ୍ଧିଦାତ୍ରୀଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) - ମା'' ସିଦ୍ଧିଦାତ୍ରୀଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଜ୍ଞାନ, ସିଦ୍ଧି ଓ ଆଧ୍ୟାତ୍ମିକ ସାଧନାର ଦେବୀ ସିଦ୍ଧିଦା
ସିଦ୍ଧିଦାତ୍ରୀ


ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.) - ମା' ସିଦ୍ଧିଦାତ୍ରୀଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି

ଯେ, ଜ୍ଞାନ, ସିଦ୍ଧି

ଓ ଆଧ୍ୟାତ୍ମିକ ସାଧନାର ଦେବୀ ସିଦ୍ଧିଦାତ୍ରୀ ସମସ୍ତଙ୍କର କଲ୍ୟାଣ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande