ଉମରକୋଟ ଡିଏନକେ ପୂଜା ମଣ୍ଡପରେ ମା ଦଶଭୁଜାଙ୍କ ଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଦିନ ଉମରକୋଟ ଡିଏନକେ ପୂଜା ମଣ୍ଡପରେ ପବିତ୍ର ଦଶହରାରେ ମା ଦଶଭୁଜାଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ପବିତ୍ର ଦଶହରାରେ ମା ଦଶଭୁଜାଙ୍କ ଦର୍ଶନ କରିବାର ସୌଭାଗ୍ୟ ମନକ
fghft


ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଦିନ ଉମରକୋଟ ଡିଏନକେ ପୂଜା ମଣ୍ଡପରେ ପବିତ୍ର ଦଶହରାରେ ମା ଦଶଭୁଜାଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ପବିତ୍ର ଦଶହରାରେ ମା ଦଶଭୁଜାଙ୍କ ଦର୍ଶନ କରିବାର ସୌଭାଗ୍ୟ ମନକୁ ଖୁବ୍ ଶାନ୍ତି ପ୍ରଦାନ କରିଛି। ମା'ଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ। ଅଧର୍ମ ଉପରେ ଧର୍ମର ବିଜୟ ହେଉ। ଜୟ ମା ଦୁର୍ଗା

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande