ସମ୍ଭାବ୍ୟ ବାତ୍ୟା ନେଇ ଶକ୍ତି ବିଭାଗର ବୈଠକ
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ସମ୍ଭାବ୍ୟ ବାତ୍ୟା ନେଇ ଶକ୍ତି ବିଭାଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଶକ୍ତି ବିଭାଗ କନଫରେନ୍ସ ହଲ୍ରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବ
ସମ୍ଭାବ୍ୟ ବାତ୍ୟା ନେଇ     ଶକ୍ତି ବିଭାଗର ବୈଠକ


ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ସମ୍ଭାବ୍ୟ

ବାତ୍ୟା ନେଇ ଶକ୍ତି ବିଭାଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ

ଅଧ୍ୟକ୍ଷତାରେ ଭୁବନେଶ୍ୱର ଶକ୍ତି ବିଭାଗ

କନଫରେନ୍ସ ହଲ୍ରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ

ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande