ମହର୍ଷି ବାଲ୍ମୀକି ଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ମହର୍ଷି ବାଲ୍ମୀକି ଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଦିକବି ମହର୍ଷି ବାଲ୍ମୀକି ଜୀଙ୍
ମହର୍ଷି ବାଲ୍ମୀକି ଜୀଙ୍କ     ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ମହର୍ଷି

ବାଲ୍ମୀକି ଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର

ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଦିକବି

ମହର୍ଷି ବାଲ୍ମୀକି ଜୀଙ୍କ ଜୟନ୍ତୀ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ

ଅଭିନନ୍ଦନ। ମହର୍ଷି ବାଲ୍ମୀକି ଜୀଙ୍କ ଅମର କୃତି ‘ରାମାୟଣ’ ଭାରତୀୟ ସଂସ୍କୃତି, ମର୍ଯ୍ୟାଦା, ସତ୍ୟ ଓ ଧର୍ମର ଏକ ଅନନ୍ୟ ପ୍ରତୀକ। ତାଙ୍କର ମହାନ ବିଚାରଧାରା

ସର୍ବଦା ମାନବତାକୁ ଲୋକକଲ୍ୟାଣର ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇ ଚାଲିଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande