
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ବାତ୍ୟା ପାଇଁ
କାଲି କଳାହାଣ୍ଡିରେ ସମସ୍ତ ସ୍କୁଲ ଛୁଟି । ବାତ୍ୟା ଅର୍ଣ୍ଣବ ପାଇଁ କଳାହାଣ୍ଡି ଜିଲ୍ଲାରେ
ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ସମସ୍ତ ସ୍କୁଲ୍ ସହ ଅଙ୍ଗନବାଡ଼ି ଛୁଟି ଘୋଷଣା
କରିଛନ୍ତି ଜିଲ୍ଲାପାଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା