ଏବିଭିପିର ଛାତ୍ର ସନ୍ଦେଶ ପୁସ୍ତକ ପ୍ରଦାନ
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ବନ୍ତ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାସିକ ପତ୍ରିକା ଛାତ୍ର ସନ୍ଦେଶ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ଏବିଭିପିର ପଦାଧିକାରୀ ମାନେ ବନ୍ତ ଆଚଂଳିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଛାତ୍ର ହିତ କାର୍ଯ୍ୟ, ଶିକ୍ଷାଗତ
ABVP CHHATRA SANDESH PUSTAKA PRADAN


ଭଦ୍ରକ, ୩ ଅକ୍ଟୋବର (ହି.ସ.) - ବନ୍ତ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାସିକ ପତ୍ରିକା ଛାତ୍ର ସନ୍ଦେଶ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ଏବିଭିପିର ପଦାଧିକାରୀ ମାନେ ବନ୍ତ ଆଚଂଳିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଛାତ୍ର ହିତ କାର୍ଯ୍ୟ, ଶିକ୍ଷାଗତ ବାତାବରଣ ଏବଂ ସମାଜ ପ୍ରତି ସଂଗଠନର ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କ୍ୟାମ୍ପସ ୟୁନିଟ୍ ସଭାପତି ସୁନିଲ କୁମାର ପରିଡା, ସମ୍ପାଦିକା ଶୁଭ୍ରସ୍ମିତା ମହାକୁଡ, ଜ୍ୟୋତି ପ୍ରକାଶ ଜେନା, ଚନ୍ଦନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande