ଅଭିଯୁକ୍ତ କୁ ଭୁବନେଶ୍ୱର ଚନ୍ଦକା ଅଞ୍ଚଳ ରୁ କାବୁ କରିଛି
Bhubaneswar, 03 ଅକ୍ଟୋବର (ହି.ସ.) ନୟାପଲ୍ଲୀ ବେହେରା ସାହି ଦୁଷ୍କର୍ମ ମାମଲାରେ ଟୁଇଷ୍ଟ । ଲୁଟ୍ ବାହାନାରେ ଘରେ ପଶିଥିଲା ଅଭିଯୁକ୍ତ ଶ୍ରୀ ଧର ପଣ୍ଡା ଓରଫ ସନ୍ତୋଷ ଲେଜର ଖେଳନା ଦେଖାଇ ଆତଙ୍କ ରଚିଥିଲେ ଆଜି ପୋଲିସ ଅଭିଯୁକ୍ତ କୁ ଭୁବନେଶ୍ୱର ଚନ୍ଦକା ଅଞ୍ଚଳ ରୁ କାବୁ କରିଛି । ପୋଲିସ କାବୁ
ଅଭିଯୁକ୍ତ କୁ ଭୁବନେଶ୍ୱର ଚନ୍ଦକା ଅଞ୍ଚଳ ରୁ କାବୁ କରିଛି


Bhubaneswar, 03 ଅକ୍ଟୋବର (ହି.ସ.)

ନୟାପଲ୍ଲୀ ବେହେରା ସାହି ଦୁଷ୍କର୍ମ ମାମଲାରେ ଟୁଇଷ୍ଟ । ଲୁଟ୍ ବାହାନାରେ ଘରେ ପଶିଥିଲା ଅଭିଯୁକ୍ତ ଶ୍ରୀ ଧର ପଣ୍ଡା ଓରଫ ସନ୍ତୋଷ

ଲେଜର ଖେଳନା ଦେଖାଇ ଆତଙ୍କ ରଚିଥିଲେ

ଆଜି ପୋଲିସ ଅଭିଯୁକ୍ତ କୁ ଭୁବନେଶ୍ୱର ଚନ୍ଦକା ଅଞ୍ଚଳ ରୁ କାବୁ କରିଛି । ପୋଲିସ

କାବୁ କରିବା ସମୟ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିଲା

ପୋଲିସ ଗୁଳି ଚାଳନା କରିଥଲା ଯାହା ଫଳ ରେ ଅଭିଯୁକ୍ତ ର ଗୋଡ଼ ରେ ଗୁଳି ବାଜିଥିବା ସୂଚନା

ଅନ୍ୟପଟେ ଅଭିଯୁକ୍ତ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି। ଜେଲ୍ ଯାଇ ବେଲ୍ରେ ବାହାରିବା ପରେ ପୁଣି ଅପରାଧ ଘଟାଉଥିବା ପୋଲିସ କହିଛି।

ସିସିଟିଭି ଆଧାର ରେ ପୋଲିସ ଚଢ଼ାଉ କରୁଥିଲା ଆଜି ବନ୍ଧା ହେଲା ଅଭିଯୁକ୍ତ ବୋଲି କହିଛନ୍ତି ପୋଲିସ କମିଶନର ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande