ଓଏମସି ପୁରୀ କୋଷ୍ଟାଲ ମାରାଥନ ପାଇଁ ଭୁବନେଶ୍ୱର ପ୍ରୋମୋ ରନ୍ ରବିବାର
ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଓଏମସି ପୁରୀ କୋଷ୍ଟାଲ ମାରାଥନର ପ୍ରଚାର-ପ୍ରସାର ଏବଂ ଜନସାଧାରଣଙ୍କ ମଧ୍ୟରେ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅକ୍ଟୋବର ୪ ତାରିଖ ରବିବାରଭୁବନେଶ୍ୱରରେ ପ୍ରୋମୋ ରନ୍ ଆୟୋଜିତ ହେବ। ରବିବାର ସକାଳ ୬ଟା ୩୦ ମିନିଟ୍ ରେ ସାଲିଆ ସାହିସ୍ଥିତ ହାତିଆଶୁଣି
ଓଏମସି ପୁରୀ କୋଷ୍ଟାଲ ମାରାଥନ ପାଇଁ ଭୁବନେଶ୍ୱର ପ୍ରୋମୋ ରନ୍ ରବିବାର


ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଓଏମସି ପୁରୀ କୋଷ୍ଟାଲ ମାରାଥନର ପ୍ରଚାର-ପ୍ରସାର ଏବଂ ଜନସାଧାରଣଙ୍କ ମଧ୍ୟରେ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅକ୍ଟୋବର ୪ ତାରିଖ ରବିବାରଭୁବନେଶ୍ୱରରେ ପ୍ରୋମୋ ରନ୍ ଆୟୋଜିତ ହେବ।

ରବିବାର ସକାଳ ୬ଟା ୩୦ ମିନିଟ୍ ରେ ସାଲିଆ ସାହିସ୍ଥିତ ହାତିଆଶୁଣି ପଡ଼ିଆରୁ ୫ କିଲୋମିଟର ଦୌଡ଼ର ଶୁଭାରମ୍ଭ ହେବ। ଫିଟନେସ୍, ଉତ୍ସାହ ଓ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ଏକାଠି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande