ମା ଭଟ୍ଟାରିକାଙ୍କର ସୁନା ବେଶ ଦର୍ଶନ କରିବେ ରାଜ୍ୟବାସୀ
କଟକ, 03 ଅକ୍ଟୋବର (ହି.ସ.) - କଟକ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ଙ୍କର ଦଶହରା ପର୍ବ ଓ ଷୋଡ଼ଶ ଉପଚାର ପୂଜା ଓ ଭବ୍ୟ ସୁନାବେଶ ଦର୍ଶନ ଆଜିଠୁ ଆରମ୍ଭ ହୋଇଛି। ବିଶାଳ ପଟୁଆରରେ ସଶାଙ୍ଗ ଗାଁରୁ ଆୟୁଧ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ
ମା ଭଟ୍ଟାରିକାଙ୍କର ସୁନା ବେଶ ଦର୍ଶନ କରିବେ ରାଜ୍ୟବାସୀ


କଟକ, 03 ଅକ୍ଟୋବର (ହି.ସ.) - କଟକ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ଙ୍କର ଦଶହରା ପର୍ବ ଓ ଷୋଡ଼ଶ ଉପଚାର ପୂଜା ଓ ଭବ୍ୟ ସୁନାବେଶ ଦର୍ଶନ ଆଜିଠୁ ଆରମ୍ଭ ହୋଇଛି। ବିଶାଳ ପଟୁଆରରେ ସଶାଙ୍ଗ ଗାଁରୁ ଆୟୁଧ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମାଆଙ୍କର ଦଶହରାର ଷୋଡଶ ଉପଚାର ପୂଜା ଅନୁଷ୍ଟିତ ହୋଇଥାଏ। ଆଜି 3 ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭଟ୍ଟାରିକା ଙ୍କର ସୁନା ବେଶ ଦର୍ଶନ କରିବେ ରାଜ୍ୟବାସୀ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande