ସରକାର ଓ ସଂଗଠନ ସମନ୍ୱୟରେ ବଢ଼ିବୁ- ପୁରନ୍ଦେଶ୍ୱରୀ
ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)- ସରକାର ଓ ସଂଗଠନ ମଧ୍ୟରେ ମିଳିତ ସମନ୍ୱୟ ନେଇ ଆଗକୁ ବଢିବୁ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦ୍ଵିତୀୟ
ଡି. ପୁରନ୍ଦେଶ୍ୱରୀ


ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)- ସରକାର ଓ ସଂଗଠନ ମଧ୍ୟରେ ମିଳିତ ସମନ୍ୱୟ ନେଇ ଆଗକୁ ବଢିବୁ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରତିକ୍ରିୟା ରଖିଛନ୍ତି ।

ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦ୍ଵିତୀୟ ଥର ଦାୟିତ୍ୱ ମିଳିଛି, ବିଜେପିକୁ ଆହୁରି ମଜଭୁତ ହେବ । ସରକାର ଓ ସଂଗଠନ ମଧ୍ୟରେ ସଠିକ୍ ସମନ୍ୱୟ ରଖି ବିଜେପି ଆଗକୁ ବଢିବ । କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଓ ଲୋକଙ୍କ ଆଶୀର୍ବାଦରେ ପଞ୍ଚାୟତରେ ବିଜୟ ହେବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande