ସ୍ୱାମୀ ଦୟାନନ୍ଦ ସରସ୍ବତୀ ଓ ବୈଜ୍ଞାନିକ ଡ. ହୋମି ଜାହାଙ୍ଗୀର ଭାବାଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ସ୍ୱାମୀ ଦୟାନନ୍ଦ ସରସ୍ବତୀ ଓ ବୈଜ୍ଞାନିକ ଡ. ହୋମି ଜାହାଙ୍ଗୀର ଭାବାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆର୍ଯ୍ୟ ସମାଜର ସଂସ୍ଥାପକ ତଥା ସମାଜ ସଂ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ସ୍ୱାମୀ

ଦୟାନନ୍ଦ ସରସ୍ବତୀ ଓ ବୈଜ୍ଞାନିକ ଡ. ହୋମି ଜାହାଙ୍ଗୀର ଭାବାଙ୍କୁ ନମନ କରିଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଆର୍ଯ୍ୟ ସମାଜର ସଂସ୍ଥାପକ ତଥା ସମାଜ ସଂସ୍କାରକ ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ

ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଅନ୍ୟ ଏକ ପୋଷ୍ଟରେ

ମୁଖ୍ୟମନ୍ତ୍ରୀ ବିଶିଷ୍ଟ ବୈଜ୍ଞାନିକ ଡ. ହୋମି ଜାହାଙ୍ଗୀର ଭାବାଙ୍କ ଜୟନ୍ତୀରେ ଭକ୍ତିପୂତ

ପ୍ରଣାମ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande