
ମୁଖୀଗୁଡା ,୩୧ଅକ୍ଟୋବର (ହି. ସ)ଆଜି ପାୱାର ଗ୍ରିଡ୍, ମୁଖିଗୁଡ଼ା ପରିସରରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି l ଅତିରିକ୍ତ ଉପ ସଧାରଣ ପରିଚାଳକ ଆଶୁତୋଷ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେl ମୁଖ୍ୟ ଅତିଥି ଭାବେ ମୁଖିଗୁଡ଼ା ସରପଞ୍ଚ ଜୟନ୍ତୀ ମହାଲିକ, ମୁଖ୍ୟବକ୍ତା ଭାବେ ଯୁବ ସମାଜସେବୀ ଅଜିତ୍ କୁମାର ଠାକୁର, ସମ୍ମାନିତ ଅତିଥି ଭାବେ ପାୱାର ଗ୍ରିଡ୍ର ପରିଚାଳକ ଅଭିଷେକ ଆନନ୍ଦ ,କନିଷ୍ଠ ଯନ୍ତ୍ରୀ ସୁମିତ୍ କୁମାର, , ଚୋଡ଼ଚନ୍ଦ୍ର ପ୍ରଧାନ, ଯୋଗ ଦେଇଥିଲେ l ସ୍ଥାନୀୟ ବୁଦ୍ଧିଜୀବି ଓ ଜନ ପ୍ରତିନିଧି, ଗ୍ରାମବାସୀ ଉପସ୍ଥିତ ଥିଲେ । ମାନସ ରଞ୍ଜନ ମହାରଣା, ଧନ୍ୟବାଦ ଅର୍ପଣ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ନିହାର