ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜ୍ୟୋତି-ଜୋତ ଦିବସରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.)- ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜ୍ୟୋତି-ଜୋତ ଦିବସରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଶିଖ ଧର୍ମର ପ
ନାନକ ଦେବ


ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.)- ଶ୍ରୀ ଗୁରୁ

ନାନକ ଦେବ ଜୀଙ୍କ ଜ୍ୟୋତି-ଜୋତ ଦିବସରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା

ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ

କହିଛନ୍ତି ଯେ, ଶିଖ ଧର୍ମର ପ୍ରଥମ ଗୁରୁ,

ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜ୍ୟୋତି-ଜୋତ ଦିବସ ଅବସରରେ ତାଙ୍କୁ

ନମନ କରୁଛି। ସେବା, ସମାନତା ଓ ମାନବତାର ତାଙ୍କର ବାର୍ତ୍ତା ଆଜି ମଧ୍ୟ ସମାଜକୁ ପରୋପକାରର

ପଥରେ ଚାଲିବା ପାଇଁ ପ୍ରେରଣା ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande