ପଦରବାଲି ସେଲୁନରେ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ
ଗଞ୍ଜାମ, ୫ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସଦର ଥାନା କେସ ନଂ ୫୯୮/୨୪.୦୯.୨୬ରେ ମାମଲା ରୁଜୁ ହୋଇଛି। ଲକି ସେଲୁନ, ପଦରବାଲିରେ ପୂର୍ବ ଝଗଡାକୁ ନେଇ ୨୪.୦୯.୨୬ ଦିନ ୧ଟାରେ ଏକ ଗୋଷ୍ଠୀ ପଶି କର୍ମଚାରୀଙ୍କୁ ମାଡ, ଅଶ୍ଳୀଳ ଗାଳି ଓ ବୋମା ଫିଙ୍ଗି ହତ୍ୟା ଧମକ ଦେଇଥିଲେ। ରୂପେଶ ବେହେରା (୧୯)ଙ୍କ ଅଭିଯୋ
Qrtyuioo


ଗଞ୍ଜାମ, ୫ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସଦର ଥାନା କେସ ନଂ ୫୯୮/୨୪.୦୯.୨୬ରେ ମାମଲା ରୁଜୁ ହୋଇଛି। ଲକି ସେଲୁନ, ପଦରବାଲିରେ ପୂର୍ବ ଝଗଡାକୁ ନେଇ ୨୪.୦୯.୨୬ ଦିନ ୧ଟାରେ ଏକ ଗୋଷ୍ଠୀ ପଶି କର୍ମଚାରୀଙ୍କୁ ମାଡ, ଅଶ୍ଳୀଳ ଗାଳି ଓ ବୋମା ଫିଙ୍ଗି ହତ୍ୟା ଧମକ ଦେଇଥିଲେ।

ରୂପେଶ ବେହେରା (୧୯)ଙ୍କ ଅଭିଯୋଗରେ କେସ ରୁଜୁ ହୋଇଛି। ଅଭିଯୁକ୍ତ ଅଲେଖ ଗୌଡ (୨୨)କୁ ନୂଆଗଡ ହିଞ୍ଜିଳିରୁ ଗିରଫ କରି ଆଜି କୋର୍ଟଚାଲାଣ ହୋଇଛି l ଘଟଣାରେ ଜଡ଼ିତ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande