ବୀରାଙ୍ଗନା ରାଣୀ ଦୁର୍ଗାବତୀ ଜୀଙ୍କ ଜୟନ୍ତୀରେ ତାଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.)- ବୀରାଙ୍ଗନା ରାଣୀ ଦୁର୍ଗାବତୀ ଜୀଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅଦମ୍ୟ
ରାଣୀ


ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.)- ବୀରାଙ୍ଗନା

ରାଣୀ ଦୁର୍ଗାବତୀ ଜୀଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅଦମ୍ୟ ସାହସ, ସ୍ୱାଭିମାନ

ଓ ବୀରତାର ପ୍ରତୀକ ମହାନ ବୀରାଙ୍ଗନା ରାଣୀ ଦୁର୍ଗାବତୀ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି

କୋଟି ନମନ। ମାତୃଭୂମି ଓ ସ୍ୱାଭିମାନର ସୁରକ୍ଷା ପାଇଁ ତାଙ୍କର ଅଦ୍ୱିତୀୟ ସଂଘର୍ଷ ଓ ତ୍ୟାଗ

ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande