
ଗଂଜାମ, 01 ନଭେମ୍ବର (ହି.ସ.) ଆସିକାରେ ଅର୍ଣ୍ଣଵ ବାତ୍ୟା ଓ ବିପନ୍ନ ଲୋକମାନଙ୍କୁ ସରକାରୀ ସହାୟତା ମିଳିବା ପୂର୍ବରୁ ପ୍ରକୃତି ଵନ୍ଧୁ କ୍ରିଡା ଶିକ୍ଷକ(ଅବସରପ୍ରାପ୍ତ)ବି ଗୋପାଳ ପାତ୍ର ତାଙ୍କର ତିନିଜଣ ସହଯୋଗୀଙ୍କୁ ସଙ୍ଗରେ ନେଇ ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ଵିତରଣ କରୁଛନ୍ତି। ଫଳରେ ଅସହାୟ ଲୋକେ ତାଙ୍କୁ ଏଥିପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ