
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବଲାଙ୍ଗିର
ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବଲାଙ୍ଗିର ଦିନ୍ ଉଧେ ସମ୍'କୁ ଗୁର୍ଦୁଟେ ଶୁଭେଚ୍ଛା ଆଉ ଶୁଭକାମନା। ଇ ଦିନ୍ ଟା ହଉଛେ ଆମର୍ ସଂସ୍କୃତି ଆର୍ ଆନନ୍ଦ ରେ ଭରା
ବଲାଙ୍ଗିର ମାଟିର ଗର୍ବକେ ସ୍ମରଣ କର୍ବାର ଦିନ୍। ଆମ ମାଟିର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇବା
ସହିତ ଆସନ୍ତୁ, ଏକ ସମୃଦ୍ଧ,
ବିକଶିତ ଓ ସୁନ୍ଦର ବଲାଙ୍ଗିର ଗଠନ ପାଇଁ ସମସ୍ତେ
ମିଳିମିଶି ସଂକଳ୍ପ ନେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା