ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ନଭେମ୍ବର ୧ ତାରିଖ ଅବସରରେ ମଧ୍ୟପ୍ରଦେଶ, କର୍ଣ
କେଭି ସିଂହଦେଓ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବିଭିନ୍ନ

ରାଜ୍ୟର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏକ୍ସ

ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ନଭେମ୍ବର ୧

ତାରିଖ ଅବସରରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼,

ହରିୟାଣା, ପଞ୍ଜାବ, କେରଳ,

ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ

ଓ ଲାକ୍ଷାଦ୍ୱୀପର ଜନସାଧାରଣଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ସମସ୍ତ ରାଜ୍ୟ

ଓ ଅଞ୍ଚଳରେ ଏକତା, ସଂସ୍କୃତି ଓ

ପ୍ରଗତିର ଭାବନା ନିରନ୍ତର ଉଜ୍ଜ୍ୱଳ ହେବା ସହ ବିକାଶ ଓ ସମୃଦ୍ଧିର ନୂତନ ଶିଖର ଛୁଇଁବାର କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande