ବଲାଙ୍ଗିର ଦିବସର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବଲାଙ୍ଗିର ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଏଜ୍ ବଲାଙ୍ଗିର ଦିନ୍ ଉଧେଁ ସବୁ ବଲାଙ୍ଗିରିଆ ଭାଏ ଆର୍ ବୁହେନ୍ମାନକୁ ଗୁର୍ଦୁଟେ ଶୁଭେଚ
ମନ୍ତ୍ରୀ ମୁକେଶ  ମହାଲିଙ୍ଗ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବଲାଙ୍ଗିର

ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଏଜ୍ ବଲାଙ୍ଗିର ଦିନ୍ ଉଧେଁ ସବୁ ବଲାଙ୍ଗିରିଆ ଭାଏ ଆର୍

ବୁହେନ୍ମାନକୁ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଆସୁନ୍,

ସଭେଁ ମିଶିକରି ଆମର୍ ମାଏଟ୍,

ଆମର୍ ଭାଷା, ଆମର୍ ସଂସ୍କୃତି ଆର୍ ଆମର୍ ଗରବ୍କେ ଆଗକେ ବଢ଼ାମା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande