ଛଠ୍ ପୂଜା ଅବସରରେ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୩ ନଭେମ୍ବର (ହି.ସ) : ପବିତ୍ର ଛଠ୍ ପୂଜା ଅବସରରେ ରାଜ୍ୟପାଳ ବ୍ରଜ ମୋହନ ରାମ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ପବିତ୍ର ଛଠ୍ ପୂଜା ଅବସରରେ ଆସନ୍ତୁ, ଭକ୍ତି, ପବିତ୍ରତା ଏବଂ ପ୍ରକୃତି
ଛଟୀ


ଭୁବନେଶ୍ୱର, ୧୩

ନଭେମ୍ବର (ହି.ସ) : ପବିତ୍ର ଛଠ୍ ପୂଜା ଅବସରରେ ରାଜ୍ୟପାଳ ବ୍ରଜ ମୋହନ ରାମ ଦେଶବାସୀଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ସେ ନିଜ ଏକ୍ସ ପୋଷ୍ଟରେ

କହିଛନ୍ତି ଯେ, ପବିତ୍ର ଛଠ୍ ପୂଜା ଅବସରରେ ଆସନ୍ତୁ, ଭକ୍ତି, ପବିତ୍ରତା

ଏବଂ ପ୍ରକୃତି ଓ ସୂର୍ଯ୍ୟଦେବଙ୍କ ପ୍ରତି କୃତଜ୍ଞତାର ଭାବନାକୁ ଉତ୍ସବ ଭାବେ ପାଳନ କରିବା। ଛଠୀ

ମାଆଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ,

ସମୃଦ୍ଧି ଏବଂ ନୂତନ ଆଶାରେ ପରିପୂର୍ଣ୍ଣ ହେଉ ବୋଲି ସେ କାମନା

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande