ବରିଷ୍ଠ ନାଗରିକ ତୀର୍ଥଯାତ୍ରା  ପ୍ରସ୍ତୁତି ବୈଠକ
ବରିଷ୍ଠ ନାଗରିକ ତୀର୍ଥଯାତ୍ରା  ପ୍ରସ୍ତୁତି ବୈଠକ
ବରିଷ୍ଠ ନାଗରିକ ତୀର୍ଥଯାତ୍ରା  ପ୍ରସ୍ତୁତି ବୈଠକ


ବରିଷ୍ଠ ନାଗରିକ ତୀର୍ଥଯାତ୍ରା  ପ୍ରସ୍ତୁତି ବୈଠକ


ସମ୍ବଲପୁର,୧୩, ନଭେମ୍ବର (ହି.ସ.) ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଏବେ ସମ୍ବଲପୁରରୁ ହରିଦ୍ବାର-ରିଷିକେଶ ଅଭିମୁଖେ ନଭେମ୍ବର ୨୭ ତାରିଖରୁ ଯାତ୍ରା ଆରମ୍ଭ ହେବ।ସମ୍ବଲପୁରରୁ ସମସ୍ତ ୭୭୫ ଯାତ୍ରୀଙ୍କ ଯାତ୍ରା ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାଇ ଯାତ୍ରୀ ମାନଙ୍କ ପାଇଁ ଖାଦ୍ଯ, ପାନୀୟ, ଏବଂ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି। ସେଥିରେ ସମ୍ବଲପୁର-୮୯, ସୁବର୍ଣ୍ଣପୁର-୫୨, ଦେଓଗଡ଼-୨୭ ଜଣ, ଅନୁଗୁଳ- ୧୦୯ ଜଣ ଯାତ୍ରୀ ଝାରସୁଗୁଡ଼ା-୫୦, ସୁନ୍ଦରଗଡ଼-୧୮୦, ବଲାଙ୍ଗୀର-୧୪୧ ଜଣ, ବରଗଡ-୧୨୭ ଜଣ ଯାତ୍ରୀ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande