
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଆଜି ପାଟଣାଗଡ଼
ଠାରେ ଆୟୋଜିତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ 'ମଧୁବାବୁ ପେନସନ ଯୋଜନା'ରେ ନୂତନ
ଭାବେ ସାମିଲ ହୋଇଥିବା ହିତାଧିକାରୀମାନଙ୍କୁ ଭେଟି ଭତ୍ତା ଟଙ୍କା ହସ୍ତାନ୍ତର କରିଛନ୍ତି ଉପମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂହଦେଓ ।
ଏହି ଅବସରରେ ମୋର ଧର୍ମପତ୍ନୀ
ତଥା ବଲାଙ୍ଗିର ର ମାନନୀୟା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ଉପସ୍ଥିତ ରହିଥିଲେ
। ଏହାସହିତ ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବଳଦେବଜୀଉ ଟାଉନ୍ ହଲ୍ ମୁଖ୍ୟ
ଫାଟକ ର ଶୁଭ ଉଦଘାଟନ କରିଛନ୍ତି କେଭି ସିଂହଦେଓ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା