ଧାମନଗରରେ ମଧୁବାବୁ ପେନ୍ସନ୍ ଯୋଜନାରେ ଭତା ପ୍ରଦାନର ଶୁଭାରମ୍ଭ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ଧାମନଗର ଏନ.ଏ.ସି. କଲ୍ୟାଣ ମଣ୍ଡପଠାରେ ଧାମନଗର ବ୍ଲକ, ଧୂଷୁରୀ ଓ ଧାମନଗର ଏନ.ଏ.ସି. ଅଂଚଳର ମଧୁବାବୁ ପେନ୍ସନ୍ ଯୋଜନାର ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନର ଶୁଭାରମ୍ଭ କରାଯିବା ସହ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ (ୟୁପିଏମପି)ର ଶୁଭାରମ୍ଭ କରିଛନ୍ତି ଉଚ୍
fhtyjk


ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ଧାମନଗର ଏନ.ଏ.ସି. କଲ୍ୟାଣ ମଣ୍ଡପଠାରେ ଧାମନଗର ବ୍ଲକ, ଧୂଷୁରୀ ଓ ଧାମନଗର ଏନ.ଏ.ସି. ଅଂଚଳର ମଧୁବାବୁ ପେନ୍ସନ୍ ଯୋଜନାର ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନର ଶୁଭାରମ୍ଭ କରାଯିବା ସହ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ (ୟୁପିଏମପି)ର ଶୁଭାରମ୍ଭ କରିଛନ୍ତି ଉଚ୍ଚଶଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହାସହ ବନ୍ଧୁ' ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଛି। ସମାଜର ଶେଷ ଧାଡ଼ିରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଂଚାଇବା ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande