ଗୋବରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ
କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) -କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୋବରୀ ଉଚ୍ଚ ବିଦ୍ୟାଳୟ ଆୟବା ଓ ପୁରୁଷୋତ୍ତମପୁର ପଞ୍ଚାୟତ ହାଇସ୍କୁଲର ୧୯ ୯ ୫ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି କ୍ଷ ମା ଛୁଆଳିଆଙ୍କ ଶକ୍ତିପୀଠରେ ଏକାଠି ହେବା ପରେ ବଣଭୋଜି ଶହ ବନ୍ଧୁମିଳନ କାର୍ୟକ୍ରମ
ଗୋବରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ


କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) -କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୋବରୀ ଉଚ୍ଚ ବିଦ୍ୟାଳୟ ଆୟବା ଓ ପୁରୁଷୋତ୍ତମପୁର ପଞ୍ଚାୟତ ହାଇସ୍କୁଲର ୧୯ ୯ ୫ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି କ୍ଷ ମା ଛୁଆଳିଆଙ୍କ ଶକ୍ତିପୀଠରେ ଏକାଠି ହେବା ପରେ ବଣଭୋଜି ଶହ ବନ୍ଧୁମିଳନ କାର୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି କ୍ଷ ବହୁତ ଦିନ ପରେ ପରସ୍ପର ଏକାଠି ହୋଇ ଖୁସି ହେବା ସହ ପୁରୁଣାଦିନ ଗୁଡିକୁ ମନେ ପକେଇ ଥିଲେ କ୍ଷ ଏହି କାର୍ୟ୍ୟକ୍ରମକୁ ପରିଚଳନା କରିଥିଲେ ଶରତ ପଟ୍ଟନାୟକ,ପ୍ରସନ୍ନ, ଚିତ୍ତରଞ୍ଜନ, ସନ୍ତୋଷ, ଦିଲ୍ଲୀପ,ଶିବ ପ୍ରସାଦ, ଆନ୍ତୟାମୀ, ପୂର୍ଣ୍ଣିମା, ପିଙ୍କି ସମେତ ଅନେକ ବନ୍ଧୁ ସହଯୋଗ କରିଥିଲେ କ୍ଷ

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande