ବଲାଙ୍ଗୀର ରାଧାକୃଷ୍ଣ ମନ୍ଦିର ଅଇଁଲା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ
ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ପବିତ୍ର ଅଁଳା ନବମୀ ଅବସରରେ ବଲାଙ୍ଗୀର ରାଧାରାଣୀ ପଡ଼ା ରାଧାକୃଷ୍ଣ ମନ୍ଦିରରେ ମା'' ଶ୍ରୀ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଏବଂ ବର୍ଷକୁ ଥରେ ମାତ୍ର ଦୁର୍ଲଭ ଶ୍ରୀ ରାଧାପାଦ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଏହି ପର୍ବ ପାଳନ କରାଯା
ବଲାଙ୍ଗିର ରାଧାକୃଷ୍ଣ ମନ୍ଦିର ଅଇଁଲା ନବମୀ ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ


ବଲାଙ୍ଗିର ରାଧାକୃଷ୍ଣ ମନ୍ଦିର ଅଇଁଲା ନବମୀ ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ


ବଲାଙ୍ଗିର ରାଧାକୃଷ୍ଣ ମନ୍ଦିର ଅଇଁଲା ନବମୀ ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ   ପବିତ୍ର ଅଁଳା ନବମୀ ଅବସରରେ ବଲାଙ୍ଗିର ରାଧାରାଣୀ ପଡ଼ା ରାଧାକୃଷ୍ଣ  ମନ୍ଦିରରେ ମା' ଶ୍ରୀ ରାଧାରାଣୀ ଙ୍କ* ଓଡ଼ିଆଣୀ ବେଶ ଏବଂ ବର୍ଷକୁ ଥରେ ମାତ୍ର ଦୁର୍ଲଭ ଶ୍ରୀ ରାଧାପାଦ ଦର୍ଶନ ଅନୁଷ୍ଠିତ ହୋଇ ଯାଇଛି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ଆଜି ଭୋର ରୁ ସମସ୍ତ ନିତିକନ୍ତି ପରେ ମନ୍ଦିର ଦ୍ବାର ଉନ୍ମୁକ୍ତ ହୋଇ ବଲାଙ୍ଗିର ରାଧାକୃଷ୍ଣ ମନ୍ଦିର ଅଇଁଲା ନବମୀ ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ ହୋଇ ଥିଲା। ମନ୍ଦିର ବେଢାରେ ଥିବା ଅଇଲା ଗଛରେ କାର୍ତ୍ତିକ ବ୍ରତ ଧାରୀ ମାନଂକ ସମେତ ଭକ୍ତ ମହିଳା ମାନେ ପୂଜା ଅର୍ଚ୍ଚନା ସମେତ ମନ୍ଦିର ରେ ଦର୍ଶନ କରିଥିଲେ। ମନ୍ଦିର ପୂଜକ ଗୋକୁଳାନନ୍ଦ ମିଶ୍ର ମନ୍ଦିର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଠାରେ ଅନ୍ନ ପ୍ରସାଦ ବ୍ୟବସ୍ଥା ଭକ୍ତ ମାନଂକ ପାଇଁ ହୋଇ ଥିଲା। ବର୍ଷକୁ ଥରେ ଦର୍ଶନ  ବର୍ଷକ ଭାତ୍ରରେ କେବଳ ଏହି ଗୋଟିଏ ଦିନ ମା' ରାଧାଙ୍କର ପାଦପଦ୍ମ ଭକ୍ତମାନଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ ରହି ଥିବାରୁ ମହିଳା ମାନଂକ ଦରଶନ ପାଇଁ ଭିଡ଼ ଲାଗି ରହିଥିଲା।


ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ପବିତ୍ର ଅଁଳା ନବମୀ ଅବସରରେ ବଲାଙ୍ଗୀର ରାଧାରାଣୀ ପଡ଼ା ରାଧାକୃଷ୍ଣ ମନ୍ଦିରରେ ମା' ଶ୍ରୀ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଏବଂ ବର୍ଷକୁ ଥରେ ମାତ୍ର ଦୁର୍ଲଭ ଶ୍ରୀ ରାଧାପାଦ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ଆଜି ଭୋର୍ରୁ ସମସ୍ତ ନିତିକନ୍ତି ପରେ ମନ୍ଦିର ଦ୍ୱାର ଉନ୍ମୁକ୍ତ ହୋଇ ବଲାଙ୍ଗୀର ରାଧାକୃଷ୍ଣ ମନ୍ଦିର ଅଇଁଲା ନବମୀରେ ଶ୍ରୀ ରାଧାଙ୍କ ପାଦ ଦର୍ଶନ ହୋଇଥିଲା। ମନ୍ଦିର ବେଢାରେ ଥିବା ଅଇଲା ଗଛରେ କାର୍ତିକ ବ୍ରତଧାରୀମାନଙ୍କ ସମେତ ଭକ୍ତ ମହିଳାମାନେ ପୂଜା ଅର୍ଚ୍ଚନା ସମେତ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିର ପୂଜକ ଗୋକୁଳାନନ୍ଦ ମିଶ୍ର ମନ୍ଦିର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଠାରେ ଅନ୍ନ ପ୍ରସାଦ ବ୍ୟବସ୍ଥା ଭକ୍ତମାନଙ୍କ ପାଇଁ ହୋଇ ଥିଲା।

ବର୍ଷକୁ ଥରେ ଦର୍ଶନ ବର୍ଷକ ଭାତ୍ରରେ କେବଳ ଏହି ଗୋଟିଏ ଦିନ ମା' ରାଧାଙ୍କର ପାଦପଦ୍ମ ଭକ୍ତମାନଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ ରହିଥିବାରୁ ମହିଳାମାନଙ୍କ ଦରଶନ ପାଇଁ ଭିଡ଼ ଲାଗି ରହିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande