ଆସନ୍ନ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ
ଗଞ୍ଜାମ ୧୮ ନଭେମ୍ବର (ହି.ସ) - ଆସନ୍ନ ବାତ୍ୟାକୁ ନେଇ କର୍ପୋରେଟର ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଛି। ପ୍ରସ୍ତୁତି, ଆନ୍ତଃବିଭାଗୀୟ ସମନ୍ୱୟ ଓ ମୁକାବିଲା ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା ହେଲା। ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାମ ସହ ପ୍ରଭାବିତଙ୍କୁ ସମୟ
Wetyiikl


ଗଞ୍ଜାମ ୧୮ ନଭେମ୍ବର (ହି.ସ) - ଆସନ୍ନ ବାତ୍ୟାକୁ ନେଇ କର୍ପୋରେଟର ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଛି। ପ୍ରସ୍ତୁତି, ଆନ୍ତଃବିଭାଗୀୟ ସମନ୍ୱୟ ଓ ମୁକାବିଲା ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା ହେଲା। ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାମ ସହ ପ୍ରଭାବିତଙ୍କୁ ସମୟାନୁସାରେ ସହାୟତା ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande