କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ- କଂଗ୍ରେସ ବିଧାୟକ
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ଆନ୍ଧ୍ରର କୋଟିଆ ଖଣି ଉପରେ ଲୋଲୁପ ଦୃଷ୍ଟି ପକେଇଛି । ତାକୁ ଆମେ ବିରୋଧ କରୁଛୁ । ବିଜେପିର ଟ୍ରିପଲ୍ ଇଞ୍ଜିନ ସରକାର ଅଛି । ବିଧା
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ     ଅଙ୍ଗ- କଂଗ୍ରେସ ବିଧାୟକ


ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- କୋଟିଆ ଓଡ଼ିଶାର

ଅବିଚ୍ଛେଦ୍ୟ ଅଙ୍ଗ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ଆନ୍ଧ୍ରର

କୋଟିଆ ଖଣି ଉପରେ ଲୋଲୁପ ଦୃଷ୍ଟି ପକେଇଛି । ତାକୁ ଆମେ ବିରୋଧ କରୁଛୁ । ବିଜେପିର ଟ୍ରିପଲ୍

ଇଞ୍ଜିନ ସରକାର ଅଛି । ବିଧାନସଭାରେ ସଂକଳ୍ପ ଆସୁ। ସର୍ବଦଳୀୟ କମିଟି ଗଠନ କରି

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଦରକାର । ବିଧାନସଭାରେ କୋଟିଆ ଉପରେ ଆଲୋଚନା ହେଉ । ଗୃହ କମିଟି

ଗଠନ ହେଉ । ସର୍ବଦଳୀୟ କମିଟି କୋଟିଆ ପ୍ରସଙ୍ଗରେ ଆଲୋଚନା କରନ୍ତୁ । 20 ଜଣ ସାଂସଦ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଅମିତ

ଶାହଙ୍କ ସହ ଆଲୋଚନା କରନ୍ତୁ । ଯେହେତୁ ସେଠାରେ ମୂଲ୍ୟବାନ ଖଣି ଅଛି । ସେଥିପାଇଁ ଆନ୍ଧ୍ର

ଲୋଲୁପ ଦୃଷ୍ଟି ପକାଇଛି ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande