
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ମଣିଷକୃତ
ବନ୍ୟାରେ ଲୋକ ମରିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ
କହିଛନ୍ତି। ବାଚସ୍ପତିଙ୍କୁ ଆମେ ମୋସନ ଦେଇଛୁ। ଅନୁରୋଧ କରିଛୁ ଯେ ବିଧାନସଭାରେ କେବଳ ବନ୍ୟା
ଉପରେ ଆଲୋଚନା ହେଉ। କାହିଁକି ଗଞ୍ଜାମରେ ଏତେ ସଂଖ୍ୟକ ଲୋକ ମରିଲେ। ଗୋଟିଏ ଦିନ ସମସ୍ତ
କାର୍ଯ୍ୟକ୍ରମକୁ ସସପେଣ୍ଡ କରି କେବଳ ବନ୍ୟା ଉପରେ ଆଲୋଚନା ହେଉ ବୋଲି ସେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା