ଅଢେଇ ବର୍ଷର ବିଜେପି ସରକାର ପରିଚାଳନାରେ ବିଫଳ- ସାରଦା ଜେନା
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ଦୀର୍ଘ 24 ବର୍ଷର ପରିଶ୍ରମ ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ପ୍ରଶଂସା ସାଉଁଟି ଥିଲା ଓଡ଼ିଶା । ହେଲେ ଅଢେଇ ବର୍ଷର ବିଜେପି ସରକାର ପରିଚାଳନାରେ ବିଫଳ ହେଵା ସହ ତଳିତଳାନ୍ତ କଲା ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେ
ଅଢେଇ ବର୍ଷର ବିଜେପି ସରକାର     ପରିଚାଳନାରେ ବିଫଳ- ସାରଦା ଜେନା


ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ଦୀର୍ଘ 24 ବର୍ଷର ପରିଶ୍ରମ ପରେ ପ୍ରାକୃତିକ ବିପର୍ଯ୍ୟୟ

ମୁକାବିଲାରେ ପ୍ରଶଂସା ସାଉଁଟି ଥିଲା ଓଡ଼ିଶା । ହେଲେ ଅଢେଇ ବର୍ଷର ବିଜେପି ସରକାର ପରିଚାଳନାରେ

ବିଫଳ ହେଵା ସହ ତଳିତଳାନ୍ତ କଲା ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ଜିରୋ କାଜୁଆଲଟି

ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିଲା । ହେଲେ ଏ ସରକାର ଜିରୋ କାଜୁଆଲଟି କରିପାରିଲା ନାହିଁ

। ରାଜସ୍ୱ ମନ୍ତ୍ରୀ କେତେବେଳେ କଣ ତଥ୍ୟ ଦେଉଛନ୍ତି! ପ୍ରଧାନମନ୍ତ୍ରୀ, ବିଶ୍ୱ ସଂଗଠନ ପ୍ରଶଂସା କରିଥିଲେ ନବୀନଙ୍କୁ । ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ରୋଲ ମଡେଲ

ଥିଲା । ନୀତି ଆୟୋଗ କାହିଁକି ପ୍ରଶଂସା ପତ୍ର ଦେଲା? ବିଜେପି କହି

ଦେଉନି ଯେ ନୀତି ଆୟୋଗ ଭୁଲ ପ୍ରମାଣପତ୍ର ଦେଇଥିଲେ ବୋଲି ସାରଦା ଜେନା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande