ଡମଣା ଗାଁ ସ୍ଥିତ ଶିବ ମନ୍ଦିର ନିକଟରେ ଦୁର୍ଘଟଣା, ଦୋକାନ ଭିତରକୁ ପଶିଗଲା କାର୍
ଭୁବନେଶ୍ୱର, 28 ନଭେମ୍ବର (ହି.ସ) ଡମଣା ଗାଁ ସ୍ଥିତ ଶିବ ମନ୍ଦିର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଗ୍ରୋସରି ଦୋକାନ ଭିତରେ ପଶିଲା କାର।। ଫଳରେ ଦୋକାନ ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଯାଇଛି। ---------------
ଡମଣା ଗାଁ ସ୍ଥିତ ଶିବ ମନ୍ଦିର ନିକଟରେ ଦୁର୍ଘଟଣା, ଦୋକାନ ଭିତରକୁ     ପଶିଗଲା କାର୍


ଭୁବନେଶ୍ୱର, 28 ନଭେମ୍ବର (ହି.ସ) ଡମଣା ଗାଁ ସ୍ଥିତ ଶିବ ମନ୍ଦିର

ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଗ୍ରୋସରି ଦୋକାନ ଭିତରେ ପଶିଲା କାର।। ଫଳରେ ଦୋକାନ

ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande