
ଭୁବନେଶ୍ୱର, 28 ନଭେମ୍ବର (ହି.ସ.)- ଜ୍ୟୋତିବା ଫୁଲେଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ନମନ
କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ
କହିଛନ୍ତି ଯେ, ମହାନ ସମାଜ ସଂସ୍କାରକ ଓ ଶିକ୍ଷାର ଅଗ୍ରଦୂତ ମହାତ୍ମା ଜ୍ୟୋତିବା ଫୁଲେଙ୍କ
ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅମର ସ୍ମୃତି, ସଂଘର୍ଷ ଏବଂ ଆଦର୍ଶ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା