
ଭୁବନେଶ୍ୱର, 28 ନଭେମ୍ବର (ହି.ସ.)- ଜ୍ୟୋତିବା ଫୁଲେଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି
ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ମହାନ
ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ମୋର
ଶ୍ରଦ୍ଧାପୂର୍ଣ୍ଣ ପ୍ରଣାମ।ବଞ୍ଚିତ, ଶୋଷିତ ଓ
ମହିଳାମାନଙ୍କ ଅଧିକାର ପାଇଁ ତାଙ୍କର ସଂଘର୍ଷ ସର୍ବଦା ସମାଜକୁ ପ୍ରେରଣା ଯୋଗାଇ ଚାଲିଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା