ବଡବଜାର ଥାନା ଦ୍ୱାରା ବେଆଇନ ନିଷିଦ୍ଧ ତମାଖୁ ଓ ନକଲି ଗୁଟଖା ନେଟୱାର୍କ ଉପରେ ବଡ ଚଢାଉ, ୫ ଗିରଫ, ବିପୁଳ ତମାଖୁଜବତ
ଗଞାମ, ୦୩ ନଭେମ୍ବର (ହି.ସ.) - ଆଜି ସନ୍ଧ୍ୟାରେ ବିଶ୍ୱସ୍ତ ସୂଚନା ପାଇ ବଡବଜାର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ନିଷିଦ୍ଧ ଗୁଟଖା ଜବତ କରିବା ସହିତ ଗୌଡ ସାହି, ବଚ୍ଛୁବାରୀ ସାହି ଓ ଶଙ୍କର ବଜାରରେ ଥିବା ୩ଟି ଖୁଚୁରା ଦୋକାନରୁ ନିମ୍ନମାନରଗୁଟଖା ଜବତକରିଛି ଓ ଦୋକାନୀଙ୍କୁ ଗିରଫ କରିଛି। ହ
ବଡବଜାର ଥାନା ଦ୍ୱାରା ବେଆଇନ ନିଷିଦ୍ଧ ତମାଖୁ ଓ ନକଲି ଗୁଟଖା ନେଟୱାର୍କ ଉପରେ ବଡ ଚଢାଉ, ୫ ଗିରଫ, ବିପୁଳ ତମାଖୁଜବତ


ଗଞାମ, ୦୩ ନଭେମ୍ବର (ହି.ସ.) - ଆଜି ସନ୍ଧ୍ୟାରେ ବିଶ୍ୱସ୍ତ ସୂଚନା ପାଇ ବଡବଜାର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ନିଷିଦ୍ଧ ଗୁଟଖା ଜବତ କରିବା ସହିତ ଗୌଡ ସାହି, ବଚ୍ଛୁବାରୀ ସାହି ଓ ଶଙ୍କର ବଜାରରେ ଥିବା ୩ଟି ଖୁଚୁରା ଦୋକାନରୁ ନିମ୍ନମାନରଗୁଟଖା ଜବତକରିଛି ଓ ଦୋକାନୀଙ୍କୁ ଗିରଫ କରିଛି।

ହୋଲସେଲ ବେପାରି ବାବୁଲା ସାହୁ ଓ ନାରାୟଣ ସାହୁଙ୍କୁ ମଧ୍ୟ ପୁଲିସ ଗରିଫକରି କୋର୍ଟ ଚାଲାଣ କରିଛି।

ମୋଟ ୨୯୭୭ ପ୍ୟାକେଟ ଜବତ ହୋଇଛି । ପ୍ରତି ପ୍ୟାକେଟରେ ୭୦ ପାଉଚ ରହିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande