ଗଞ୍ଜାମ ଜିଲ୍ଲାରେ ମୁରାସୁର ପ୍ରଭାବ ଶୂନ୍ୟ
ଗଂଜାମ, 03 ନଭେମ୍ବର (ହି.ସ.) ଆନ୍ଧ୍ରରେ ମୁରାସୁ ଲ୍ୟାଣ୍ଡଫଲ ହେବା ପରେ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବରେ ପବନ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ସୂଚନା ପୂର୍ବରୁ ଦେଇଥିବାରୁ ଗଞ୍ଜାମ ବାସୀ ଆତଙ୍କିତ ହୋଇ ପଡିଥିଲେ। କିନ୍ତୁ ଆଜି ସକାଳୁ ଆକାଶରେ ମେଘନାହିଁ,ପବନର ପ୍ରକୋପ ନାହଁ। ଟ
ଗଞ୍ଜାମ ଜିଲ୍ଲାରେ ମୁରାସୁର ପ୍ରଭାବ ଶୂନ୍ୟ


ଗଂଜାମ, 03 ନଭେମ୍ବର (ହି.ସ.) ଆନ୍ଧ୍ରରେ ମୁରାସୁ ଲ୍ୟାଣ୍ଡଫଲ ହେବା ପରେ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବରେ ପବନ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ସୂଚନା ପୂର୍ବରୁ ଦେଇଥିବାରୁ ଗଞ୍ଜାମ ବାସୀ ଆତଙ୍କିତ ହୋଇ ପଡିଥିଲେ। କିନ୍ତୁ ଆଜି ସକାଳୁ ଆକାଶରେ ମେଘନାହିଁ,ପବନର ପ୍ରକୋପ ନାହଁ। ଟାଣ ଖରା ମଧ୍ୟ ହେଉଛି। ଏହି ଘଟଣାରେ ଗଞ୍ଜାମ ଜିଲ୍ଲାର ଜନସାଧାରଣ ଆଶ୍ୱସ୍ତି ଲାଭ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande