ପ୍ରଦୀପ ସେଠୀ ହତ୍ୟା ମାମଲାରେ ତିନି ଜଣ ଗିରଫ
ଗଂଜାମ, 03 ନଭେମ୍ବର (ହି.ସ.)ବୈଦ୍ୟନାଥ ପୁର ଥାନା ପୁଲିସ ଆଙ୍କୁଲି ଅଞ୍ଚଳର ମୋଷ୍ଟ ୱାଣ୍ଟେଡ ପ୍ରଦୀପ ସେଠୀ ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହିରଲବ ସେଠୀ, ଵଡରେଡ୍ଡି ସାହିର ଦୀପକ ସେଠୀ ଓ ଶାନ୍ତନଗରର ଵାଵୁଲା ବେହେରା । ଗତ ୩୦
ପ୍ରଦୀପ ସେଠୀ ହତ୍ୟା ମାମଲାରେ ତିନି ଜଣ ଗିରଫ


ଗଂଜାମ, 03 ନଭେମ୍ବର (ହି.ସ.)ବୈଦ୍ୟନାଥ ପୁର ଥାନା ପୁଲିସ ଆଙ୍କୁଲି ଅଞ୍ଚଳର ମୋଷ୍ଟ ୱାଣ୍ଟେଡ ପ୍ରଦୀପ ସେଠୀ ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହିରଲବ ସେଠୀ, ଵଡରେଡ୍ଡି ସାହିର ଦୀପକ ସେଠୀ ଓ ଶାନ୍ତନଗରର ଵାଵୁଲା ବେହେରା । ଗତ ୩୦ ତାରିଖରେ ପୂର୍ଵ ଶତ୍ରୁତାରୁ ପ୍ରଦୀପକୁ କାତିରେ ଆକ୍ରମଣ କରି ପଥର ଛେଚି ହତ୍ୟା କରିବା ଅଭିଯୋଗରେ ହୋଇଥିଲା। ଏତତ ବ୍ୟତିତ ଅନ୍ୟ ମାନଙ୍କ ସଂପୃକ୍ତି ଥିବା ସମ୍ପର୍କରେ ମଧ୍ୟ ପୁଲିସ ତଦନ୍ତ କରୁଛି। ଗିରଫ ମାନଙ୍କୁ କୋର୍ଟ ଚାଲାଣ ଆଜି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande