ବନ୍ୟା ପରେ ବାଲିମାଫିଆ ସକ୍ରିୟ
ଗଞ୍ଜାମ, ୬ ନଭେମ୍ବର (ହି.ସ.)- ବନ୍ୟା ପରେ ଓ ଋଷିକୂଲ୍ଯା ନଦୀରୁ ପାଣି କମି ଆସିବା ପରେ ଵାଲିମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ବିଳମ୍ବିତ ରାତିରେ ଶହ ଶହ ଟ୍ରକ ବାଲି ଚୋରି କରି ନେଉଛନ୍ତି। ଆଜି ବାଲି ଚୋରି ବେଳେ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ୍ ବିଭାଗ ଅଧିକାରୀ ମାନେ ପୁରୁଷୋତ୍ତମପୁର
ବନ୍ୟା ପରେ ବାଲିମାଫିଆ ସକ୍ରିୟ


ଗଞ୍ଜାମ, ୬ ନଭେମ୍ବର (ହି.ସ.)- ବନ୍ୟା ପରେ ଓ ଋଷିକୂଲ୍ଯା ନଦୀରୁ ପାଣି କମି ଆସିବା ପରେ ଵାଲିମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ବିଳମ୍ବିତ ରାତିରେ ଶହ ଶହ ଟ୍ରକ ବାଲି ଚୋରି କରି ନେଉଛନ୍ତି। ଆଜି ବାଲି ଚୋରି ବେଳେ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ୍ ବିଭାଗ ଅଧିକାରୀ ମାନେ ପୁରୁଷୋତ୍ତମପୁର ନିକଟସ୍ଥ ବ୍ରାହ୍ମଣ ଶାସନରେ ନଅଟି ହାଇୱା ଓ ଦୁଇଟି ଜେସିଵି ଜବତ କରି ଥାନାରେ ରଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande