ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
କେନ୍ଦ୍ରାପଡ଼ା-06 ନଭେମ୍ବର (ହି.ସ.): ପଞ୍ଚାୟତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କ ପକ୍ଷରୁ ମେଗା ମଡେଲ ସ୍କୁଲ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦଶିପୁର ପଞ୍ଚାୟତ ଦଶିପ
ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ


କେନ୍ଦ୍ରାପଡ଼ା-06 ନଭେମ୍ବର (ହି.ସ.): ପଞ୍ଚାୟତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କ ପକ୍ଷରୁ ମେଗା ମଡେଲ ସ୍କୁଲ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦଶିପୁର ପଞ୍ଚାୟତ ଦଶିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବରେ ମହାକାଳପଡ଼ା ସାଂସଦ ଙ୍କ ପ୍ରତିନିଧି ସରୋଜ କୁମାର ସାହୁ, ମହାକାଳପଡ଼ା ବିଧାୟକ ଙ୍କ ପ୍ରତିନିଧି ମଣ୍ଡଳ ସଭାପତି ରଶ୍ମିରଞ୍ଜନ ରାଉତରାୟ, ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜ, ଅତିରିକ୍ତ ଶିକ୍ଷା ଅଧିକାରୀ ଶୁଶାନ୍ତ ବେହେରା,ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ମାଝୀ, ଆଦର୍ଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିକ୍ରମ ସ୍ବାଇଁ, ଦଶିପୁର ପଞ୍ଚାୟତ ସଭାପତି ପ୍ରଭାତ ଚୈଧୁରୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସଭାପତି ବିଶ୍ଵନାଥ ସାମଲ, ମଣ୍ଡଳ ସଭାପତି ପ୍ରଦୀପ ବେହେରା,ମହେଶ୍ୱର ବେହେରା,ବୁଲୁ ସାମଲ , ଶିକ୍ଷକ ଜଗବନ୍ଧୁ ମାଝି,ପ୍ରଭାତ କୁମାର ପ୍ରଧାନ, ବସନ୍ତ ଦାସ,ପ୍ରମୁଖ ଙ୍କ ସହଯୋଗୀତାରେ ସୁରୁଖୁରୁରେ ସଂପନ୍ନ ହୋଇପାରିଛି।

 

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande