କନ୍ଧମାଳର ୨ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ
ଭୁବନେଶ୍ୱର,୦୬ ନଭେମ୍ବର(ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ନିଷ୍ପତି ଅନୁଯାୟୀ କନ୍ଧମାଳ ଜିଲ୍ଲାର ପ୍ରକାଶ ପ୍ରଧାନ, ଅଜୟ କୁମାର ଦିଗଲ ଏବଂ ଜିତେନ୍ଦ୍ର ଦିଗଲଙ୍କ ଉପରେ ପୂର୍ବରୁ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଛି। ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କା
କନ୍ଧମାଳର ୨ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ


ଭୁବନେଶ୍ୱର,୦୬ ନଭେମ୍ବର(ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ନିଷ୍ପତି ଅନୁଯାୟୀ କନ୍ଧମାଳ ଜିଲ୍ଲାର ପ୍ରକାଶ ପ୍ରଧାନ, ଅଜୟ କୁମାର ଦିଗଲ ଏବଂ ଜିତେନ୍ଦ୍ର ଦିଗଲଙ୍କ ଉପରେ ପୂର୍ବରୁ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଛି। ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜୀତ୍ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande