ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, 25 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଆଜି କିଛି ସମୟ ପୂର୍ବରୁ ଇସ୍ରାଏଲକୁ ଦୁଇ ଦିନିଆ ଗସ୍ତରେ ପ୍ରସ୍ଥାନ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଯାତ୍ରା। ପଶ୍ଚିମ ଏସିଆରେ ବଢୁଥିବା ବିବାଦ, ବିଶେଷକରି ଆମେରିକାଓ ଇରାନ ମଧ୍ୟରେ ବିଗିଡିଥିବା ସମ୍ପର
ପିଏମ


ନୂଆଦିଲ୍ଲୀ, 25 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଆଜି କିଛି ସମୟ ପୂର୍ବରୁ ଇସ୍ରାଏଲକୁ ଦୁଇ ଦିନିଆ ଗସ୍ତରେ ପ୍ରସ୍ଥାନ କରିଛନ୍ତି। ଏହା

ତାଙ୍କର ଦ୍ୱିତୀୟ ଯାତ୍ରା। ପଶ୍ଚିମ ଏସିଆରେ ବଢୁଥିବା ବିବାଦ, ବିଶେଷକରି ଆମେରିକାଓ ଇରାନ ମଧ୍ୟରେ ବିଗିଡିଥିବା ସମ୍ପର୍କ ପରିପ୍ରେକ୍ଷ୍ୟରେ ହେଉଥିବା

ଏହି ଯାତ୍ରାକୁ ଭାରତ–ଇସ୍ରାଏଲ କୌଶଳଗତ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ

ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ସଂସଦକୁ ମଧ୍ୟ ସମ୍ବୋଧନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande