ନାନାଜୀ ଦେଶମୁଖଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ନାନାଜୀ ଦେଶମୁଖଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜନସଂଘର ସ୍ଥାପକ ସଦସ୍ୟ ଏବଂ ‘ଭାରତ ରତ୍ନ
ଦେଶମୁଖ


ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ନାନାଜୀ

ଦେଶମୁଖଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜନସଂଘର ସ୍ଥାପକ

ସଦସ୍ୟ ଏବଂ ‘ଭାରତ

ରତ୍ନ’

ନାନାଜୀ ଦେଶମୁଖଜୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ।

‘ରାଷ୍ଟ୍ର

ଋଷି’

ନାନାଜୀ ଦେଶମୁଖ ଜୀ ନିଜ ସମ୍ପୂର୍ଣ୍ଣ ଜୀବନକୁ ଗ୍ରାମୀଣ ଭାରତର

ଉନ୍ନତି,

ଶିକ୍ଷାର ପ୍ରସାର ଏବଂ ଆତ୍ମନିର୍ଭର ସମାଜ ଗଠନ ପାଇଁ ସମର୍ପିତ

କରିଦେଇଥିଲେ। ସମାଜ ସେବା ତାଙ୍କ ପାଇଁ କେବଳ ଏକ ଚିନ୍ତା ନୁହେଁ, ବରଂ ଏକ ସାଧନା ଥିଲା। ତାଙ୍କର ସମର୍ପିତ ଜୀବନ ଆଜି ମଧ୍ୟ

ରାଷ୍ଟ୍ରନିର୍ମାଣର ପଥରେ ଆମ ସମସ୍ତଙ୍କୁ ପ୍ରେରିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande