ଜାତୀୟ ସମୂହୀକରଣ ଶିବିର କୋମନା ଡିଗ୍ରୀ କଲେଜରୁ ଜାତୀୟ ସେବା ଯୋଜନା ସ୍ୱେଛାସେବୀ ଅମିତ୍ ରାଉତ ମନୋନୀତ
ନୂଆପଡ଼ା,୨୮ ଫେବୃଆରୀ(ହି.ସ.) – ଜାତୀୟ ସାମୂହୀକରଣ ଶିବିର କୋମନା ଡିଗ୍ରୀ କଲେଜ ରୁ ଜାତୀୟ ସେବା ଯୋଜନା ସ୍ୱେଛାସେବୀ ଅମିତ୍ ରାଉତ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବମମୟ ଅଟେ। ନିଶ୍ୱର୍ଥପର ସେବା ଓ ଉପଲବ୍ଧି ଭାବଧାରା ସହ କଠିନ ପରିଶ୍ରମ, ସମର୍ପଣ ଓ ନେତୃତ୍ୱ ଭାବ ଜଣେ ଛାତ୍ର ଙ୍କ ଚରିତ୍ର ଗଠନ ରେ ସହା
Chhatra manonita


ନୂଆପଡ଼ା,୨୮ ଫେବୃଆରୀ(ହି.ସ.) – ଜାତୀୟ ସାମୂହୀକରଣ ଶିବିର କୋମନା ଡିଗ୍ରୀ କଲେଜ ରୁ ଜାତୀୟ ସେବା ଯୋଜନା ସ୍ୱେଛାସେବୀ ଅମିତ୍ ରାଉତ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବମମୟ ଅଟେ। ନିଶ୍ୱର୍ଥପର ସେବା ଓ ଉପଲବ୍ଧି ଭାବଧାରା ସହ କଠିନ ପରିଶ୍ରମ, ସମର୍ପଣ ଓ ନେତୃତ୍ୱ ଭାବ ଜଣେ ଛାତ୍ର ଙ୍କ ଚରିତ୍ର ଗଠନ ରେ ସହାୟକ ହୋଇଥାଏ। ଏହି ଶିବିର ରେ ଦେଶର ବିଭିନ୍ନ ରାଜ୍ୟର ଯୁବ ସ୍ୱେଛାସେବୀମାନେ ଯୋଗ ଦେଇ ନିଜ ଅନୁଭୂତି ଏବଂ ଅନୁଭବ କୁ ସହିତ ଏକତା, ସମନ୍ୱୟ ଓ ସାମ୍ପ୍ରଦାୟିକ ସମ୍ମିଳନର ଉପସ୍ଥାପନା ହେବ।

ଏହି ଶିବିରରେ ନୂତନ ସଂସ୍କୃତି ସହ ପରିଚୟ, ଦଳୀୟ କାର୍ଯ୍ୟ, ନେତୃତ୍ୱ କୌଶଳ, ସମାଜସେବାର ମୂଲ୍ୟବୋଧ ଓ ରାଷ୍ଟ୍ରୀୟ ଏକତାର ମହତ୍ୱକୁ ନିକଟରୁ ଅନୁଭବ କରିବେ। ଏହି ଶିବିର ରେ ଯୋଗ ଦେଇ ଜୀବନ ରେ ନିଜ ଲକ୍ଷ ସାଧିତ କରିବା ପାଇଁ ସ୍ୱେଛାସେବୀଙ୍କୁ ଅନେକ ସହାୟକ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande